ଚୋରି ଉଦ୍ୟମ କରି ଧରାପଡ଼ିଲା ନାବାଳକ

ଚାନ୍ଦୋଳ: କେନ୍ଦ୍ରାପଡ଼ା ସଦର ଥାନା ତଥା ଚାନ୍ଦୋଳ ଫାଣ୍ତି ଚାନ୍ଦୋଳ ବଜାରସ୍ଥିତ ଏକ ମୋବାଇଲ ଦୋକାନରୁ ଚୋରି ଉଦ୍ୟମ କରି ନାବାଳକ ଧରାପଡ଼ିଛି। ନାବାଳକ ଜଣଙ୍କ ମୋବାଇଲ୍ ଦୋକାନ ପଛପଟ କାନ୍ଥ କଣା କରୁଥିବା ବେଳେ ବଜାରରେ ରାତି ପାଟ୍ରୋଲିଂ କରୁଥିବା ପୁଲିସ୍‌ କର୍ମଚାରୀ ତାକୁ ଧରିବାକୁ ଗୋଡ଼ାଇଥିଲେ। ସେ ଅନ୍ଧାରର ସୁଯୋଗରେ ବିଲ ଭିତରେ ଖସିଯିବାକୁ ସକ୍ଷମ ହୋଇଥିଲା। ଫାଣ୍ତି ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ସହିତ କିଛି ବ୍ୟବସାୟୀ … Continue reading ଚୋରି ଉଦ୍ୟମ କରି ଧରାପଡ଼ିଲା ନାବାଳକ